ଆଦିବାସୀ ସମାଜ ମହାସଂଘ ତରଫରୁ ଏମ ୟୁ ଜେ ର ନୂତନ ଭାବେ ନିର୍ବାଚିତ ହୋଇଥିବା ପ୍ରାର୍ଥୀ ମାନଙ୍କୁ ସମ୍ବର୍ଦ୍ଧନା

ମାଲକାନଗିରି (୦୪/୧୧)ପ୍ରତୀକ ସମାଚାର -ଆଦିବାସୀ ସମାଜ ମହାସଂଘ ତରଫରୁ ମାଲକାନଗିରି ୟୁନିଅନ ଅଫ ଯୋର୍ଣାଲିଷ୍ଟ ର ନୂତନଭାବେ ନିର୍ବାଚିତ ହୋଇଥିବା ସଭାପତି ଦେବପ୍ରସାଦ ଦାସ,ଉପସଭାପତି ସତ୍ୟନାରାୟଣ ପଣ୍ଡା,ଓ ସାଧାରଣ ସମ୍ପାଦକ କାମରାଜ ଜେନାଙ୍କୁ ଏମ୍ ୟୁ ଯେ ଭବନ ଠାରେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସମ୍ବର୍ଦ୍ଧିତ ସମୟରେ ଜିଲ୍ଲା ଆଦିବାସୀ ସମାଜ ମହାସଂଘ ର ସଭାପତି ବନ୍ଧୁ ମୁଦୁଲି ,ଦକ୍ଷିଣ ଓଡିଶା ଆଦିବାସୀ ମହାସଂଘ ର ମିଡ଼ିଆ ସଂଯାଜକ କାମେଶ୍ୱର ଆଜମେରା ଓ ଜିଲ୍ଲା ଆଦିବାସୀ ମହାସଂଘର ଉପଦେଷ୍ଟା ସୁନ୍ଦର ରାୟ ସେଡା ଉପସ୍ଥିତ ଥିଲେ।

Nov 4, 2026 - 20:37
 0  34
ଆଦିବାସୀ ସମାଜ ମହାସଂଘ ତରଫରୁ ଏମ ୟୁ ଜେ ର ନୂତନ ଭାବେ ନିର୍ବାଚିତ ହୋଇଥିବା ପ୍ରାର୍ଥୀ ମାନଙ୍କୁ ସମ୍ବର୍ଦ୍ଧନା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0