ଭିଜିଲାସନ୍ସ ଜାଲ ରେ ଡେରାବିଶ ତହସିଲ ଅଧୀନ କାଉପଡା ମହିଳା ରାଜସ୍ବ ନିରୀକ୍ଷିକା
ଭିଜିଲାସନ୍ସ ଜାଲ ରେ ମହିଳା ରାଜସ୍ବ ନିରୀକ୍ଷିକା କେନ୍ଦ୍ରାପଡ଼ା (୨୪/୦୭)ପ୍ରତୀକ ସମାଚାର -ଭିଜିଲାନ୍ସ ଜାଲରେ ମହିଳା ରାଜସ୍ୱ ନିରିକ୍ଷିକା ଜମି ମିଉଟେଶନ ପାଇଁ ଲାଞ୍ଚ ନେଉଥିବାବେଳେ ମାଡିବସିଲା ଭିଜିଲାନ୍ସ l ଜମି ମିଉଟେଶନ ପାଇଁ ଲାଞ୍ଚ ମାଗୁଥିଲେ ଦଶହଜାର,ଆଜି ୫୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଛକି ବସିଥିଲା କେନ୍ଦ୍ରାପଡ଼ା ଭିଜିଲାନ୍ସ । ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ ସ୍ଥାନୀୟ ବ୍ୟକ୍ତି । ଡେରାବିଶ ତହସିଲ୍ ଅଧିନ କାଉପଡ଼ା ରାଜସ୍ୱ ନିରୀକ୍ଷିକା ସାଇ ଦର୍ଶିନି ଲେଙ୍କା ଙ୍କୁ ଉଠାଇନେଲା ଭିଜିଲାନ୍ସ ଟିମ ।ଗରାପୁର ସ୍ତିତ ଭଡ଼ାଘର ସହ ଅନ୍ୟ ଦୁଇଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ |
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0